ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା। ମେ ୧୮ରୁ ଜୁନ୍‌ ୧୨ ତାରିଖ ମଧ୍ୟରେ ପରୀକ୍ଷା ହେବ । ଧନ୍ଦାମୂଳକ ପରୀକ୍ଷା ମେ ୨୮ରୁ ଆରମ୍ଭ ହେବ । ଏଥର ପ୍ରଥମେ ବିଜ୍ଞାନର ଫିଜିକ୍ସ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦେବେ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *