- ଓଡ଼ିଶାର ବିଜେପି ନେତା କାଳୀରାମ ମାଝୀଙ୍କୁ ଦଳରେ ନୂଆ ଦାୟିତ୍ବ । ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ହେଲେ କାଳୀରାମ । ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀର ଓରାମଙ୍କ ସୂଚନା
- ପୁଣି ଓଡ଼ିଶା ଉପରେ ଆନ୍ଧ୍ର ପ୍ରଦେଶର ଦାଦାଗିରି: କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ତଳଗଂଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ନାଁ ବଦଳାଇଲା ଆନ୍ଧ୍ର; ନୂଆ ନାଁ ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁ ଦେଲା ଆନ୍ଧ୍ର; ଗାଁର ନାଁ ବଦଳାଇବା ସହ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି