ଲକଡାଉନ ବେଳେ ଓଡ଼ିଶା ଫେରିଛନ୍ତି ୧୦ ଲକ୍ଷ ୭ହଜାର ୩୩୦ ପ୍ରବାସୀ । ୟୁପିରୁ ୨୫ ଲକ୍ଷ, ବିହାରରୁ ୨୦ ଲକ୍ଷ ପ୍ରବାସୀ ଫେରିଛନ୍ତି । ପଶ୍ଚିମବଙ୍ଗରୁ ୧୫ ଲକ୍ଷ ପ୍ରବାସୀ ଫେରିଛନ୍ତି । ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

Facebook Comments

Leave a Reply

Your email address will not be published. Required fields are marked *