ଟାଟା କମ୍ପାନିରେ ଚାକିରି ଦେବା ନାଁରେ ଠକେଇ ମାମଲା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ । ଗୋଳନ୍ଥରା ଥାନାର ଅନ୍ୟ ଏକ ମାମଲାରେ ଜାମିନ ଦେଲେ ହାଇକୋର୍ଟ । ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲ୍‌ରୁ ବାହାରିବା ପଥ ପରିଷ୍କାର

Facebook Comments

Leave a Reply

Your email address will not be published. Required fields are marked *