ପାଠକ ବାପ-ପୁଅଙ୍କ ଠକେଇ ମାମଲାରେ ସଂପୃକ୍ତି ମାମଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ADJ କୋର୍ଟ-୩ । ପ୍ରଦୀପଙ୍କୁ ଜାମିନ ନ ଦେବାକୁ ମତ ରଖିଥିଲେ କ୍ରାଇମ୍‌ବ୍ରାଞ୍ଚ ଓକିଲ

Facebook Comments

Leave a Reply

Your email address will not be published. Required fields are marked *