ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କଲେ ଲୋକୟୁକ୍ତ । ପ୍ରଦୀପଙ୍କ ବିରୋଧରେ ତଦନ୍ତ ପାଇଁ ଗତ ୭ରେ ସୁପାରିସ କରିଥିଲେ ନବୀନ । ପ୍ରଦୀପଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହେଲା ମାମଲା । ଖୁବ୍‌ଶୀଘ୍ର ହାଜର ପାଇଁ ପ୍ରଦୀପଙ୍କୁ ନୋଟିସ କରିବେ ଲୋକାୟୁକ୍ତ

Facebook Comments

Leave a Reply

Your email address will not be published. Required fields are marked *