ଯବାନ ରାକେଶ୍ବରଙ୍କୁ ଛାଡ଼ିବା ପୂର୍ବରୁ ମାଓବାଦୀଙ୍କ ପ୍ରଜାକୋର୍ଟ । ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ଘଞ୍ଚ ଜଙ୍ଗଲରେ ହୋଇଥିଲା ପ୍ରଜାକୋର୍ଟ । ରାକେଶ୍ବରଙ୍କ ଦୁଇ ହାତ ବାନ୍ଧି ପ୍ରଜାକୋର୍ଟରେ ହାଜର ପରେ ଛାଡ଼ିଲେ ମାଓବାଦୀ

Facebook Comments

Leave a Reply

Your email address will not be published. Required fields are marked *