- PM-CM ବୈଠକରେ ଓଡ଼ିଶାକୁ ୧୦ ଦିନର ଆଗୁଆ ଟିକା ବାବଦକୁ ୫ ଲକ୍ଷ ଟିକା ଦେବାକୁ ଦାବି କଲେ ନବୀନ | SDRF ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ବି ଅନୁମତି ଦିଆଯାଉ । ECRPରେ ୪୦୦ କୋଟି ଦାବି କରିଥିଲା ଓଡ଼ିଶା। ମାତ୍ର ରାଜ୍ୟକୁ ୧୪୬ କୋଟି ମିଳିଛି: ନବୀନ। ସଂକ୍ରମଣ ବଢ଼ୁଥିବାରୁ ଅଗ୍ରୀମ ୩୦୦ କୋଟି ଦେବାକୁ ଦାବି କଲେ ନବୀନ
- ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୯ଟି ସହରର ତାପମାତ୍ରା । ୪୨ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ଆଜିର ଉତ୍ତପ୍ତ ସହର । ବଲାଙ୍ଗିର ୪୧.୫, ବୌଦ୍ଧ ୪୧, ସୋନପୁର ୪୦.୮ ଡିଗ୍ରୀ । ରାୟଗଡ଼ା ୪୦.୬, ଭବାନୀପାଟଣା ୪୦.୫, ତାଳଚେର ୪୦.୧ ଡିଗ୍ରୀ । ମାଲକାନଗିରି ଓ ଝାରସୁଗୁଡ଼ାରେ ପାରଦ ଛୁଇଁଲା ୪୦ ଡିଗ୍ରୀ