ସରକାରୀ ସ୍କୁଲରେ ସଂରକ୍ଷଣ ନିଷ୍ପତ୍ତି ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀଙ୍କ ପ୍ରତିକ୍ରିୟା । କହିଲେ, ଏଭଳି ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁ ନାହିଁ । ସରକାରୀ ସ୍କୁଲରେ ମାନ କମିଯାଉଛି ଏକଥା ସତ । ହେଲେ ଏଭଳି ବ୍ୟବସ୍ଥା ଦ୍ବାରା ପିଲାମାନେ ଲଞ୍ଛିତ ହେବେ

Facebook Comments

Leave a Reply

Your email address will not be published. Required fields are marked *