- କେନ୍ଦ୍ରାପଡ଼ା ଓରତ-ଅଙ୍ଗୁଳାଇ ରାସ୍ତାର କୁମ୍ବାରୁଣୀ ନିକଟରେ ବସ୍ ଓଲଟି ୮ ଯାତ୍ରୀ ଆହତ । ସେମାନଙ୍କ ମଧ୍ୟରୁ ୪ ଗୁରୁତର, ଅନ୍ୟ ୪ ଯାତ୍ରୀ ଆହତ । ଗୁରୁତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ୪ ଆହତ ମହାକାଳପଡ଼ା ଡାକ୍ତରଖାନାରେ ଭର୍ତ୍ତି । କେନ୍ଦ୍ରାପଡ଼ା ବଢିଅରୁ କଟକ ଯାଉଥିଲା ଗୌରୀଶଙ୍କର ପ୍ରିନ୍ସ ବସ୍
- ଦୈନନ୍ଦିନ ଜୀବନର ମୁହୂର୍ତ୍ତକୁ ଭିନ୍ନ ଏକ ରଙ୍ଗରେ କାନଭାସରେ ତୋଳି ଧରିବାର ଚେଷ୍ଟାରେ ସୁସ୍ମିତା