ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ । ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ବୌଦ୍ଧରେ ପହଞ୍ଚିଲେ ୩ ଜଣିଆ ଟିମ୍ । ଆଜି ମାଧପୁର ରେଞ୍ଜରୁ ଗଛ କଟା ପ୍ରକ୍ରିୟା ଆରମ୍ଭ ହେବ

Facebook Comments

Leave a Reply

Your email address will not be published. Required fields are marked *