ବିନା ଭକ୍ତରେ ଏଥରର ରଥଯାତ୍ରା ଅସାଧାରଣ ସେବା ଥିଲା, ସଫଳତାର ସହ ଶ୍ରୀମନ୍ଦିର ସେବକଙ୍କ ଦ୍ବାରା ଏହା ପରିଚାଳିତ ହୋଇଛି, ଖୁବ୍‌ କମ ସମୟ ମଧ୍ୟରେ ଦକ୍ଷତାର ସହ ରଥଯାତ୍ରା ହେଲା, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଗଜପତି, ସମସ୍ତ ଭକ୍ତ ଓ ପୁରୀବାସୀଙ୍କ ସହଯୋଗରେ ରଥଯାତ୍ରା ସଫଳ ହେଲା: ଗଜପତି

Facebook Comments

Leave a Reply

Your email address will not be published. Required fields are marked *