- ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଦ୍ଵିତୀୟ ଥର ଶବ ବ୍ୟବଚ୍ଛେଦ ଓ ଜବତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ପୂର୍ବ ରିପୋର୍ଟ ଅସ୍ପଷ୍ଟ ଥିବାରୁ ଆଉ ଥରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ
- ପୁରୀ ଏସ୍ପିଙ୍କ ନାଁରେ ଫେସ୍ବୁକରେ ଖୋଲାଯାଇଛି ଫେକ୍ ଆକାଉଣ୍ଟ । ଦୁର୍ବୃତ୍ତଙ୍କ ଜାଲିଆତି ନେଇ ସୂଚନା ଦେଲେ SP କନୱର ବିଶାଲ ସିଂହ । ଫେକ୍ ଆକାଉଣ୍ଟର ବିଧିବଦ୍ଧ ତଦନ୍ତ ଆରମ୍ଭ କଲା ପୋଲିସ । ଆକାଉଣ୍ଟରେ ଏସ୍ପିଙ୍କ ସହ କେନ୍ଦ୍ରାଞ୍ଚଳ DIGଙ୍କ ଫଟୋ ରହିଥିବା ସୂଚନା