ଉଚ୍ଚଶିକ୍ଷାରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ପାରିତ । ମେଡିକାଲ, ଇଞ୍ଜିନିୟରିଂ ନାମଲେଖାରେ ୧୫% ସଂରକ୍ଷଣ ନେଇ ସଂକଳ୍ପ ପାରିତ । ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ସଂକଳ୍ପ । ସଂକଳ୍ପ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Facebook Comments

Leave a Reply

Your email address will not be published. Required fields are marked *