- ଓଡ଼ିଶା ସମୁଦ୍ର ଉପକୂଳରେ କ୍ଷେପଣାସ୍ତ୍ର SANTର ପରୀକ୍ଷଣ, ଏକ ଯୁଦ୍ଧ ବିମାନରୁ ଉତ୍କ୍ଷେପଣ ପରେ ଲକ୍ଷ୍ୟଭେଦ କଲା SANT, ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର SANT- ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ, SANTର ଓଜନ ୪୩ କେଜି, ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିମି
- ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଲା କୋରୋନା, ମୟୂରଭଞ୍ଜରେ ସର୍ବାଧିକ ୪, କଳାହାଣ୍ଡି ଓ ଖୋର୍ଦ୍ଧାରେ ୩ ଜଣ ଲେଖାଏଁ, ନୂଆପଡ଼ାରେ ୨ ଜଣଙ୍କ କୋରୋନାରେ ମୃତ୍ୟୁ, ଝାରସୁଗୁଡ଼ା, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ମୃତ