ରଜ ପାଇଁ ପୋଲିସର କଡା କଟକଣା । ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ । ଦୋକାନ ଖୋଲିଲେ ସିଲ ହେବ ଦୋକାନ, ଆବଶ୍ୟକ ପଡ଼ିଲେ ଗିରଫ ହେବେ ଦୋକାନୀ । ନିୟମ ମାନିବାକୁ କଟକ ଭୁବନେଶ୍ୱରବାସୀଙ୍କୁ ନିବେଦନ କଲେ ପୋଲିସ କମିଶନର ।

Facebook Comments

Leave a Reply

Your email address will not be published. Required fields are marked *