ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟଣା: ପୁନରୁଦ୍ଧାର କାର୍ଯ୍ୟ ଦୃଷ୍ଟିରୁ କଟକଣା ଜାରି କଲା କମିସନରେଟ ପୋଲିସ । ରାଜଭବନରୁ ଗୋପବନ୍ଧୁ ଛକ ରାସ୍ତାରେ ଯାତାୟାତ ଉପରେ କଟକଣା । ପୁନରୁଦ୍ଧାର କାର୍ଯ୍ୟ ଶେଷ ନହେବା ଯାଏ ରାସ୍ତାରେ ଯାତାୟାତ ମନା

Leave a Reply

Your email address will not be published. Required fields are marked *