- OTV ନାଁରେ ଆପରାଧିକ ମାନହାନି ମକଦ୍ଦମା ରୁଜୁ । ଦିଲ୍ଲୀ ଜିଲ୍ଲା କୋର୍ଟରେ ମାମଲା ରୁଜୁ କଲେ ସାଂସଦ ଅନୁଭବ ମହାନ୍ତି । ଓଟିଭି, ଜଗି ମଙ୍ଗତ ପଣ୍ଡା, ଓ ସମ୍ପାଦକଙ୍କ ନାଁରେ ମକଦ୍ଦମା । ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କଲା ଭଳି ଖବର ପ୍ରସାରଣ ଅଭିଯୋଗରେ ମାମଲା
- ରିପବ୍ଲିକ ଟିଭି ସହ ଅନ୍ୟ କିଛି ଟିଭି ଚ୍ୟାନେଲ୍ ଦ୍ୱାରା କରାଯାଉଥିବା ଜାଲ୍ ଟିଆରପି ରାକେଟ କୁ ଠାବ କଲା ମୁମ୍ବଇ ପୋଲିସ