ଭୁବନେଶ୍ବରରେ ଖୋଲିଲା ରାଜଭବନ-ଗୋପବନ୍ଧୁ ଛକ ରାସ୍ତା । ଗତକାଲି ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ସିଲ୍‌ ହୋଇଥିଲା ରାସ୍ତା । ଦୁର୍ଘଟଣାଗ୍ରସ୍ତ ପେଟ୍ରୋଲ ପମ୍ପରୁ ତେଲ ଓ ଗ୍ୟାସ ସ୍ଥାନାନ୍ତରଣ ଶେଷ । ସମସ୍ତ ସୁରକ୍ଷା ସମ୍ବନ୍ଧୀୟ ସତର୍କତାକୁ ସୁନିଶ୍ଚିତ କଲା ପୋଲିସ

Facebook Comments

Leave a Reply

Your email address will not be published. Required fields are marked *