କଟକ ଟାଙ୍ଗି ଦଳଯୋଡ଼ି ଜଙ୍ଗଲରୁ ଚୋରା ଚନ୍ଦନ କାଠ ଜବତ । ୪ କ୍ବିଣ୍ଟାଲ ୬୦ କେଜି ଚୋରା ଚନ୍ଦନ କାଠ ଜବତ । ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା

Facebook Comments

Leave a Reply

Your email address will not be published. Required fields are marked *