- କଟକରେ ଦାଦାବଟି ଆଦାୟ ଅଭିଯୋଗରେ ଦରଘା ବଜାର ଅଞ୍ଚଳର ରିୟାଜ ଖାନ୍, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ବି. ସୀମାଦ୍ରି ଓ ଆର୍. ରାମୁ ଗିରଫ, ପୂର୍ବରୁ ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଅଛି ଆପରାଧିକ ମାମଲା
- ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଲା, ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାରରେ ହୋଇପାରିବ, କୋରୋନାରେ ମୃତ୍ୟୁ ହୋଇଥିଲେ ହୋଇପାରିବନି ଶେଷକୃତ୍ୟ, ସ୍ବର୍ଗଦ୍ବାରରେ ଜୁଲାଇ ମାସରୁ ଲାଗିଥିଲା କଟକଣା