- ” ଦି ଇଣ୍ଟରଭ୍ୟୁ ଟାଇମ୍ସ “ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ବ ସମ୍ମାନ ୨୦୨୧ ସମ୍ମାନିତ ହେଲେ ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ
- ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ MSME ବାଣିଜ୍ୟ ମେଳା ଉଦ୍ଘାଟିତ । ବାଣିଜ୍ୟ ମେଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ ୯ ତାରିଖ ଯାଏ ଚାଲିବ ଏ ବର୍ଷର ବାଣିଜ୍ୟ ମେଳା । ଏବର୍ଷ ମେଳାର ବିଷୟବସ୍ତୁ- ‘ଗଢ଼ିବା, ବଢ଼ିବା ଓ ସମୃଦ୍ଧ ହେବା’