ଗଞ୍ଜାମ ଛତ୍ରପୁର ବ୍ଲକ୍‌ ଅଗସ୍ତି ନୂଆଗାଁ ସରପଞ୍ଚ ପି.ସୀମାଦ୍ରି ଅଯୋଗ୍ୟ ଘୋଷିତ । ଓଡ଼ିଆ ଲେଖି, ପଢ଼ି ଜାଣି ନଥିବାରୁ ଅଯୋଗ୍ୟ ଘୋଷଣା କଲେ ଛତ୍ରପୁର ସିଭିଲ କୋର୍ଟ ।

Facebook Comments

Leave a Reply

Your email address will not be published. Required fields are marked *