ଛୋଟ ସ୍କୁଲର ମିଶ୍ରଣ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ରାଜ୍ୟର ୭୭୭୨ ସ୍କୁଲର ମିଶ୍ରଣ ପାଇଁ ସରକାର ଯୋଜନା କରିଛନ୍ତି। ଏହି ସ୍କୁଲର ପିଲାଙ୍କ ଯାତାୟାତ ପାଇଁ ୩୦୦ କୋଟି ଟଙ୍କା ବରାଦ ହୋଇଛି। ରାଜ୍ୟର ୬୦୪୮ ସ୍କୁଲରେ ୨୦ରୁ କମ୍‌ ପିଲା ପଢୁଛନ୍ତି। ୧୭୨୪ଟି ସ୍କୁଲରେ ୨୫ରୁ କମ‌ ପିଲା ଥିବାରୁ ଏକତ୍ରୀକରଣ ହେଉଛି

Leave a Reply

Your email address will not be published. Required fields are marked *