୧୫ ତାରିଖରୁ ସାରା ଦେଶରେ ଖୋଲିବ ସ୍କୁଲ ଓ କଲେଜ | ରାଜ୍ୟରେ ପୂଜା ଛୁଟି ସରିବା ଯାଏଁ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ । ସ୍କୁଲ୍ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଭାକ୍ସିନ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅରାଜି ହେଉଛନ୍ତି । ରାଜ୍ୟ ସରକାର ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ ।

Facebook Comments

Leave a Reply

Your email address will not be published. Required fields are marked *