ରାଜ୍ୟରେ ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ,ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା, ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ଯାଏ ସ୍କୁଲ,ପୂର୍ବରୁ ଦଶମରୁ ଦ୍ବାଦଶ ପିଲାଙ୍କ ପାଇଁ ୯ରୁ ୧ଟା ଥିଲା ସ୍କୁଲ ସମୟ, ସ୍କୁଲ ସମୟ ବଦଳିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା

Facebook Comments

Leave a Reply

Your email address will not be published. Required fields are marked *