Fast News ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲା । ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ସ୍କୁଟର ଉଦ୍ଧାର । ଭୁବନେଶ୍ବର ସୁନ୍ଦରପଦାରୁ ସ୍କୁଟର ଜବତ କଲା ଯାଜପୁର ପୋଲିସ । CCTVରୁ ଝରାଫୁଲକୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ସ୍କୁଟରରେ ଝରାଫୁଲକୁ ନେଇଥିଲେ ଅଭିଯୁକ୍ତ ରାକେଶ ଓ ସହଯୋଗୀ February 4, 2021 admin 0 Comments Facebook Comments