- ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି । CBIରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । କୋଲକାତାରେ ଗିରଫ ପରେ ଭୁବନେଶ୍ବର ଆଣିଲା CBI । CBI ପରେ ଶୁଭ୍ରାଙ୍କୁ ଜେରା କରିପାରେ ED । ରୋଜଭ୍ୟାଲି ଚିଟ୍ଫଣ୍ଡରେ ୧୫ହଜାର ୪୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ୨୦୧୫ ମାର୍ଚ ୨୬ରେ ଗିରଫ ହୋଇଥିଲେ ସଂସ୍ଥା MD ଗୌତମ କୁଣ୍ଡୁ
- କୋରାପୁଟ ଜୟପୁରରେ କେନାଲକୁ ଖସିଲା କାର୍ । ଜଣେ ନିଖୋଜ, ୨ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଅଗ୍ନିଶମ, ପୋଲିସ ବିଭାଗ ଓ ସ୍କୁବା ଡାଇଭରଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି