ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ନୀତି ପ୍ରଶାସକ ଓ ଉପ ଜିଲ୍ଲାପାଳଙ୍କ ଆଲୋଚନା ପରେ ଶ୍ରୀମନ୍ଦିର ସମ୍ମୁଖରୁ ହଟିଲା ସେବାୟତଙ୍କ ଆନ୍ଦୋଳନ । ସେବାୟତଙ୍କ ଆର୍ଥିକ ସ୍ଥିତି ନେଇ ବିଭିନ୍ନ ନିଯୋଗ ସହ କରାଯିବ ବୈଠକ । ସୂଚନା ଦେଲେ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ

Facebook Comments

Leave a Reply

Your email address will not be published. Required fields are marked *