Fast News ସେଲ୍ଫି ନେବା ବେଳେ ସୁନ୍ଦରଗଡ଼ ଇବ୍ ନଦୀରେ ବୁଡ଼ି ଯୁବତୀ ମୃତ । କନାକୁଣ୍ଡରେ ଭୋଜି କରୁଥିବା ବେଳେ ସେଲ୍ଫି ନେଉଥିଲେ ଯୁବତୀ । ମୃତ ଯୁବତୀ ରାଜଗାଙ୍ଗପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ପ୍ରଜାପତି । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଓ ତଲସରା ପୋଲିସ January 4, 2021 admin 0 Comments Facebook Comments