କଟକ ଅରୁଣୋଦୟ ମାର୍କେଟ ନିକଟରେ ସିରିଜ ଦୁର୍ଘଟଣା । ରାସ୍ତା କଡ଼ରେ ଥିବା ୬ଟି ବାଇକ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍‌ । ୪ ବାଇକ ଆରୋହୀ ଆହତ, ନିଶାସକ୍ତ କାର୍‌ ଡ୍ରାଇଭର ଗିରଫ । SCB ମେଡିକାଲରୁ ରୋଗୀ ନେଇ ଯାଜପୁର ଯାଉଥିଲା କାର୍‌

Facebook Comments

Leave a Reply

Your email address will not be published. Required fields are marked *