- ପୁରୀରେ ପହଂଚିଲା ଚଳିତବର୍ଷ ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ ରଥକାଠ : ୨ଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୪୯ ଖଣ୍ଡ କାଠ ଆସି ପୁରୀ ବଡଦାଣ୍ଡ ରଥଖଳାରେ ପହଂଚିଲା
- ଆଜି ଶ୍ରୀମନ୍ଦିରରେ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, କାଲି ଅବକାଶ ଯାଏ ବେଶ ରହୁଥିବାରୁ ଭକ୍ତମାନେ ଦର୍ଶନ କରିପାରିବେ, SOP କୋହଳ ହେତୁ କାଲି ରବିବାର ଥିଲେ ବି ଖୋଲା ରହିବ ଶ୍ରୀମନ୍ଦିର