- କଟକ ଚୌଦ୍ବାରର ଏକ ବେଆଇନ କାର୍ଗୋ ଡିପୋରେ STFର ଚଢ଼ାଉ । ୫୪ ମେଟ୍ରିକ ଟନ୍ ଲାମ୍ କୋକ୍ ସହ ୮ଟି ଟ୍ରକ ଜବତ । ଜବତ ଲାମ୍ କୋକର ବଜାର ମୂଲ୍ୟ ୧୩ ଲକ୍ଷ ୫୦ ହଜାର ଟଙ୍କା । ଏହି ଚୋରା କାରବାର ଅଭିଯୋଗରେ ୧୦ ଜଣ ଗିରଫ
- ନବରଙ୍ଗପୁର ତାଲାପଦରରେ ନିର୍ମାଣାଧୀନ ପୋଲ ଛାତ ଭୁଶୁଡ଼ିବା ଘଟଣା । ଗ୍ରାମ୍ୟ ଉନ୍ନୟନ ବିଭାଗର ଉମରକୋଟ SDO ଅସିତ ପାତ୍ର ଗିରଫ