ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି । CBIରେ ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ । କୋଲକାତାରେ ଗିରଫ ପରେ ଭୁବନେଶ୍ବର ଆଣିଲା CBI । CBI ପରେ ଶୁଭ୍ରାଙ୍କୁ ଜେରା କରିପାରେ ED । ରୋଜଭ୍ୟାଲି ଚିଟ୍‌ଫଣ୍ଡରେ ୧୫ହଜାର ୪୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ୨୦୧୫ ମାର୍ଚ ୨୬ରେ ଗିରଫ ହୋଇଥିଲେ ସଂସ୍ଥା MD ଗୌତମ କୁଣ୍ଡୁ

Facebook Comments

Leave a Reply

Your email address will not be published. Required fields are marked *