ନୟାଗଡ଼ ପରୀ ହତ୍ୟା ମାମଲାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ । ନୟାଗଡ଼ ସଦର ଥାନା IIC ରିନା ରାଣୀ ନିଲମ୍ବିତ । SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି ।ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

Facebook Comments

Leave a Reply

Your email address will not be published. Required fields are marked *