Fast News ପରୀ ହତ୍ୟା ମାମଲାରେ ଯୁଦୁପୁର ସମେତ ୩ଟି ସ୍ଥାନରେ SITର ଛାନଭିନ । ପରୀର ମାଆ, ବାପାଙ୍କ ଅଭିଯୋଗ କ୍ରମେ ବାବୁଲି ନାୟକଙ୍କୁ ଜେରା । ବାବୁଲିଙ୍କୁ ନୟାଗଡ଼ ଟାଉନ ଥାନାରେ ଏସଆଇଟିର ଜେରା । ସର୍କିଟ ହାଉସରେ ପୋଲିସ କର୍ମଚାରୀଙ୍କୁ ବି SITର ପଚରାଉଚରା December 2, 2020 admin 0 Comments Facebook Comments