ବୌଦ୍ଧ ପୁରୁଣାକଟକ ଥାନା କରଡ଼ାକୋଠାରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା କାର୍‌: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ପୁଅ ମୃତ, ଅନ୍ୟ ୪ ସଂପର୍କୀୟ ଗୁରୁତର, ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ-ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର ।

Facebook Comments

Leave a Reply

Your email address will not be published. Required fields are marked *