- ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ MSME ବାଣିଜ୍ୟ ମେଳା ଉଦ୍ଘାଟିତ । ବାଣିଜ୍ୟ ମେଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ ୯ ତାରିଖ ଯାଏ ଚାଲିବ ଏ ବର୍ଷର ବାଣିଜ୍ୟ ମେଳା । ଏବର୍ଷ ମେଳାର ବିଷୟବସ୍ତୁ- ‘ଗଢ଼ିବା, ବଢ଼ିବା ଓ ସମୃଦ୍ଧ ହେବା’
- ନୀଳଗିରି: ନିମପାଳ ନିକଟରେ କାର୍ ଭିତରେ ଯୁବକଙ୍କ ମୃତ୍ୟୁ; ସାଙ୍ଗମାନଙ୍କ ସହ ପୁରୀରୁ ଫେରିବା ବାଟରେ ଯୁବକଙ୍କ ମୃତ୍ୟୁ; ଦୁଇ ଦିନ ତଳେ ପୁରୀ ବୁଲିବାକୁ ଯାଇଥିଲେ ବାରିପଦାର ଯୁବକ; ଚେତାଶୂନ୍ୟ ହେବା ପରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା; ଡାକ୍ତର ମୃତ ଘୋଷଣା କରିବା ପରେ ଉତ୍ତେଜନା