ରାଜ୍ୟରେ ସ୍ବତନ୍ତ୍ର କୋଭିଡ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ । ଗତ ୨୪ ଘଣ୍ଟାରେ ଅମାନିଆଙ୍କଠାରୁ ୨୫ ଲକ୍ଷ ୭ ହଜାର ୯୦୦ ଟଙ୍କା ଜୋରିମାନା ଆଦାୟ । ୯ ହଜାର ୪୦୦ ଅମାନିଆଙ୍କଠାରୁ ୨୫ ଲକ୍ଷ ଟଙ୍କା ଆଦାୟ କଲା ଓଡ଼ିଶା ପୋଲିସ

Facebook Comments

Leave a Reply

Your email address will not be published. Required fields are marked *