ପାଠ ପଢିବା ଲାଗି ବିଦେଶ ଯିବାକୁ ଥିବା ପିଲାଙ୍କ ଲାଗି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା: ବିଦେଶ ଯିବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି CMCର ସ୍ପତନ୍ତ୍ର ବ୍ୟବସ୍ଥା, କାଲି କଟକର ଗୋପାଳପୁର ସ୍ଥିତ CMC କଲ୍ୟାଣ ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା, ବିଦେଶ ଯିବାକୁ ଥିବା ଟୁଇନ ସିଟିର ଛାତ୍ରଛାତ୍ରୀ କାଲି ଟିକାକରଣ କରିପାରିବେ

Facebook Comments

Leave a Reply

Your email address will not be published. Required fields are marked *