- ପୁରୀ ପିପିଲି ଉପନିର୍ବାଚନ ପାଇଁ CEOଙ୍କ ପ୍ରସ୍ତୁତି ଆରମ୍ଭ । ଆସନ୍ତାକାଲିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା । କୋଭିଡ ଗାଇଡ୍ଲାଇନ ଦୃଷ୍ଟିରୁ କରାଯିବ ଅଧିକ ସଂଖ୍ୟକ ବୁଥ୍ । ପ୍ରତି ବୁଥରେ ହଜାରେ ଜଣ ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା । ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ତ୍ବରାନ୍ବିତ ହେବ କାର୍ଯ୍ୟ
- ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି; ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ, ସବୁ MP, MLAଙ୍କୁ ଲେଖିଲେ ଚିଠି; ହାଇକୋର୍ଟର ବିଚାରପତିମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି; ସର୍ବାଧିକ ୩ଟି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଲେଖିଲେ ଚିଠି