କଟକ ଚୌଦ୍ବାରର ଏକ ବେଆଇନ କାର୍ଗୋ ଡିପୋରେ STFର ଚଢ଼ାଉ । ୫୪ ମେଟ୍ରିକ ଟନ୍ ଲାମ୍ କୋକ୍ ସହ ୮ଟି ଟ୍ରକ ଜବତ । ଜବତ ଲାମ୍ କୋକର ବଜାର ମୂଲ୍ୟ ୧୩ ଲକ୍ଷ ୫୦ ହଜାର ଟଙ୍କା । ଏହି ଚୋରା କାରବାର ଅଭିଯୋଗରେ ୧୦ ଜଣ ଗିରଫ

Facebook Comments

Leave a Reply

Your email address will not be published. Required fields are marked *