ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ NHରେ ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର ଓଲଟିବା ଘଟଣା । ହୁମ୍ମାରେ ପହଞ୍ଚିଲା ପାରାଦୀପର ଏକ ଯାନ୍ତ୍ରୀକ ଟିମ୍ । ହଳଦିଆପଦରରୁ ହାଇୱା ଆସିଲେ ଉଠିବ ଟ୍ୟାଙ୍କର । ରାସ୍ତାର ଗୋଟିଏ ପାର୍ଶ୍ବରେ ଯାତାୟାତ ବନ୍ଦ । ଗତକାଲି ପାରାଦୀପରୁ ବିଶାଖାପାଟଣା ଯାଉଥିଲା ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର

Facebook Comments

Leave a Reply

Your email address will not be published. Required fields are marked *