ଆସନ୍ତା ୪ରୁ ଗଞ୍ଜାମ ଜିଲ୍ଲାରେ ଖୋଲିବ ସବୁ ମନ୍ଦିର । କୋରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ଖୋଲିବ ମା’ ତାରାତାରିଣୀଙ୍କ ମନ୍ଦିର । ମନ୍ଦିର ଉପରକୁ ଯାନବାହାନ ନିଷେଧ, ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା

Facebook Comments

Leave a Reply

Your email address will not be published. Required fields are marked *