ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ହୋଇଛି ଷଡଯନ୍ତ୍ର । ନବୀନ ନିବାସକୁ ଆସିଲା ବେନାମୀ ଚିଠି । ଚିଠି ପାଇ ତତ୍ପର ହୋଇ ଉଠିଛି ରାଜ୍ୟ ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି କଣ୍ଟ୍ରାକ୍ଟ କିଲର ସୁପାରୀ ନେଇଥିବା ଚିଠିରେ ଉଲ୍ଲେଖ ରହିଛି ।

Facebook Comments

Leave a Reply

Your email address will not be published. Required fields are marked *