ଅନୁଗୁଳର ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ଫେରିବା ପ୍ରସଙ୍ଗ । ସାତକୋଶିଆରେ ପହଞ୍ଚିଲେ ମଧ୍ୟ ପ୍ରଦେଶର ୬ ଜଣିଆ ଟିମ୍‌ । ଟିମ୍‌ରେ ଜଣେ ଡାକ୍ତର ଓ ଜଣେ ACCF ପାହ୍ୟା ଅଧିକାରୀ ସାମିଲ । ସୁନ୍ଦରୀର ସ୍ବାସ୍ଥ୍ୟ ଓ ବ୍ୟବହାରକୁ ସମୀକ୍ଷା କରିବ ମଧ୍ୟ ପ୍ରଦେଶ ଟିମ୍

Facebook Comments

Leave a Reply

Your email address will not be published. Required fields are marked *