ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା କୋରୋନା, ଭୁବନେଶ୍ବର ଓ ସୁନ୍ଦରଗଡ଼ରେ ସର୍ବାଧିକ ୪ ଜଣ ଲେଖାଏଁ ମୃତ, ଭୁବନେଶ୍ବରରେ ଜଣେ ଶତାୟୁ ମହିଳାଙ୍କ କୋରୋନାରେ ମୃତ୍ୟୁ, ବରଗଡ଼ ଓ ସମ୍ବଲପୁରରେ ୩ ଜଣ ଲେଖାଏଁ, ବୌଦ୍ଧ, ଢେଙ୍କାନାଳ ଓ କଳାହାଣ୍ଡିରେ ଜଣେ ଲେଖାଏଁ ମୃତ, କୋରୋନା ମୃତ୍ୟୁ ସଂଖ୍ୟା ୧୫୨୭କୁ ବୃଦ୍ଧି

Facebook Comments

Leave a Reply

Your email address will not be published. Required fields are marked *