- ଅନିର୍ଦ୍ଦିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ୩୦ଟି କାର୍ଯ୍ୟ ଦିବସ ପୂର୍ବର ବନ୍ଦ ହେଲା ବିଧାନସଭା । ଡିସେମ୍ବର ୩୧ ଯାଏ ଚାଲିବାର ଥିବା ବିଧାନସଭା । ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ହୋଇଛି
- ପରୀକୁ ନ୍ୟାୟ ପାଇଁ ଦିଲ୍ଲୀ ଓଡ଼ିଶା ଭବନ ସାମ୍ନାରେ BJP ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ଆନ୍ଦୋଳନ । ଆବାସିକ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବି ଆନ୍ଦୋଳନ । ପରୀକୁ ନ୍ୟାୟ ଓ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ