ଆସନ୍ତାକାଲି ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ପୋଲିସ ଓ ସେବାୟତଙ୍କ ଦ୍ବାରା ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି, କାଲି ଦିନ ୧୨ଟାରୁ ସଂଧ୍ୟା ୭ଟା ଯାଏ ଜାରି ହେବ ୧୪୪ ଧାରା,ଲିଙ୍ଗରାଜ ମନ୍ଦିର ଓ ରଥ ପରିସରରେ ୧୪୪ ଧାରା ଜାରି ପାଇଁ ନିର୍ଦ୍ଦେଶ, ୧୫ ପ୍ଲାଟୁନ ଫୋର୍ସ ମୁତୟନ କଲା କମିସନରେଟ ପୋଲିସ

Facebook Comments

Leave a Reply

Your email address will not be published. Required fields are marked *