ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏ ଦେଶର ସମସ୍ତ ମେଲ୍‌/ଏକ୍ସପ୍ରେସ୍‌, ପ୍ୟାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ । ବୁକିଙ୍ଗ୍‌ ହୋଇଥିବା ସମସ୍ତ ଟିକେଟ୍‌ ବାବଦରେ ଅର୍ଥ ଫେରସ୍ତ ହୋଇଯିବ ବୋଲି ରେଳବାଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଏବେ ଚାଲୁଥିବା ରାଜଧାନୀ ମେଲ୍‌/ଏକ୍ସପ୍ରେସ୍ ଚାଳୁ ରହିିବ ।

Facebook Comments

Leave a Reply

Your email address will not be published. Required fields are marked *