ଯାତ୍ରୀ ହେଉ ନ ଥିବାରୁ ପୁଣି ଦୁଇଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଭୁବନେଶ୍ୱର – ବଲାଙ୍ଗୀର – ଭୁବନେଶ୍ୱର ବିଶେଷ ଟ୍ରେନ୍‌ (୦୮୪୯୩ / ୦୮୪୯୪) ଏବଂ ଭୁବନେଶ୍ୱର – କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ (୦୮୪୫୬/ ୦୮୪୫୫) ଜୁଲାଇ ୨୦ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବାତିଲ୍‌ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Facebook Comments

Leave a Reply

Your email address will not be published. Required fields are marked *