କରୋନା ଟିକାକୁ ନେଇ ଆଜି ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ହେବ । ଆଜି ଦେଶର ସମସ୍ତ ରାଜ୍ୟ ଓ ୟୁନିଅନ୍ ଅଞ୍ଚଳରେ ପ୍ରାୟ ୩୦୦୬ ଟି ସ୍ଥାନ ଡିଜିଟାଲ୍ ମାଧ୍ୟମରେ ସଂଯୋଗ ହେବେ ଓ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଲୋକଙ୍କୁ ଟୀକାକରଣ କରାଯିବ ।

Facebook Comments

Leave a Reply

Your email address will not be published. Required fields are marked *