- ସମ୍ବଲପୁର ବରେଇପାଲି ମୁଙ୍ଗାପଡ଼ାର ଏକ ଗୋଦାମରେ ଚଢ଼ାଉ, ୨୩୯ ବସ୍ତା ନକଲି ଲୁଗାସଫା ପାଉଡର ଜବତ କଲା ପୋଲିସ, ନାମୀ କମ୍ପାନିର ବ୍ରାଣ୍ଡରେ ନକଲି ଡିଟରଜେଣ୍ଟ ବିକ୍ରି ଅଭିଯୋଗ, ଗୋଦାମ ମାଲିକ ଆଶିଷ ଅଗ୍ରଓ୍ବାଲ ଅଇଁଠାପାଲି ପୋଲିସ ଦ୍ବାରା ଗିରଫ
- କଟକ ଚୌଦ୍ବାରର ଏକ ବେଆଇନ କାର୍ଗୋ ଡିପୋରେ STFର ଚଢ଼ାଉ । ୫୪ ମେଟ୍ରିକ ଟନ୍ ଲାମ୍ କୋକ୍ ସହ ୮ଟି ଟ୍ରକ ଜବତ । ଜବତ ଲାମ୍ କୋକର ବଜାର ମୂଲ୍ୟ ୧୩ ଲକ୍ଷ ୫୦ ହଜାର ଟଙ୍କା । ଏହି ଚୋରା କାରବାର ଅଭିଯୋଗରେ ୧୦ ଜଣ ଗିରଫ