କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିଠି । ରାଜ୍ୟରେ ମହଜୁଦ କୋଭିସିଲ୍ଡ ଟିକା ୨ ଦିନ ମଧରେ ସରିଯିବ । ଆସନ୍ତା ୯ରୁ ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ଦେଖାଦେବ । ଆଗାମୀ ୧୦ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ପଠାଇବାକୁ ଅନୁରୋଧ

Facebook Comments

Leave a Reply

Your email address will not be published. Required fields are marked *