ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଚଢ଼ାଉ, ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ କଲା ଭିଜିଲାନ୍ସ, ଭୁବନେଶ୍ବରର ଗଙ୍ଗନଗରରେ ଥିବା ଘର ଓ ଅଫିସରେ ଚଢ଼ାଉ, ଗଞ୍ଜାମର ବଡ଼ଗଡ଼, ସୋରଡ଼ା ଓ ଗାନ୍ଧିନଗରରେ ଚଢ଼ାଉ

Facebook Comments

Leave a Reply

Your email address will not be published. Required fields are marked *