ବୁର୍ଲା ଭିସୁଟ୍‌ରେ ୨୫ରୁ ଅଧିକ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ପ୍ରସଙ୍ଗ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସ୍ପଷ୍ଟୋକ୍ତି । କିଟ୍‌ ଖରାପ୍‌ ଯୋଗୁଁ ରିପୋର୍ଟ ପଜିଟିଭ ଥିଲା, RT-PCR ଟେଷ୍ଟରେ କେହି ପଜିଟିଭ ଆସିନାହାନ୍ତି: ପ୍ରଦୀପ୍ତ ମହାପାତ୍ର | ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା

Facebook Comments

Leave a Reply

Your email address will not be published. Required fields are marked *